ଦାରୀ ସାହୀ Dārī sāhī

  • ଦେ. ବି. — ବେଶ୍ୟାପଡ଼ା; ଯେଉଁ ପଡ଼ାରେ ବେଶ୍ୟାମାନେ ଥାଆନ୍ତି — A quarter of a town inhabited by prostitutes
  • ଦେ. ବି. — ଚିତ୍ତ ଯେବେ ଦୃଢ଼, ତେବେ ଦାରୀସାହିରେ ଘର—ଢଗ।