ଦାରୀ ଦାସୀ Dārī dāsī
- ଦେ. ବି. (ସଂ. ଦାରିକା+ଦାସୀ; ଏକାର୍ଥକ ସହଚର) ବେଶ୍ୟା ଓ ଉପପତ୍ନୀରୂପେ ରକ୍ଷିତା ସ୍ତ୍ରୀ — Prostitute and maid servant kept as a mistress
- ଦେ. ବି. (ସଂ. ଦାରିକା+ଦାସୀ; ଏକାର୍ଥକ ସହଚର) ବେଶ୍ୟା ଓ ରକ୍ଷିତା ସ୍ତ୍ରୀମାନଙ୍କ ପ୍ରତି ଆସକ୍ତି ହେବା — Being addicted to prostitutes and concubines
- ଦେ. ବି. (ସଂ. ଦାରିକା+ଦାସୀ; ଏକାର୍ଥକ ସହଚର) (ଯଥା—ସେ ଦାରୀଦାସୀରେ ବହୁତ ପଇସା ଉଡ଼ାଇଦେଉଛି।)