ଦାରୀ କରିବା Dārī karibā
- ଦେ. କ୍ରି.—(କଟକ ଓ ପୁରୀ ବେଶ୍ୟାମାନଙ୍କ ରୀତି) — ପ୍ରଥମ ରଜୋଦର୍ଶନ ପରେ ବେଶ୍ୟାବୃତ୍ତିରେ ପ୍ରବେଶ କରିଥିବା ବାଳିକା ସଙ୍ଗରେ (କୌଣସି ପୁରୁଷ) ପ୍ରଥମ ରାତ୍ରି ସହବାସ କରିବା — To co- habit a girl for the st time when she takes to prostitution
- ଦେ. କ୍ରି.—(କଟକ ଓ ପୁରୀ ବେଶ୍ୟାମାନଙ୍କ ରୀତି) — ଦାରୀ ପ୍ରତି ଆସକ୍ତ ହେବା — To be addicted to a prostitute or prostitute
- ଦେ. କ୍ରି.—(କଟକ ଓ ପୁରୀ ବେଶ୍ୟାମାନଙ୍କ ରୀତି) — ପରସ୍ତ୍ରୀ ପ୍ରତି ଆସକ୍ତି ହେବା — To be in love with other men's wives