ଦାରିଦ୍ର୍ୟ ପଞ୍ଚାକ୍ଷର Dāridrya pan̄chākshara

  • ଦେ. ବି. (ବ୍ୟଙ୍ଗ) (ସଂ. ଦାରିଦ୍ର୍ୟ+ପଞ୍ଚାକ୍ଷର) — ଦରିଦ୍ର ଲୋକର ନିୟତ ଧ୍ୟେୟ ପାଞ୍ଚ ଗୋଟି ଅକ୍ଷର ବିଶିଷ୍ଟ ବାକ୍ୟ 'କଣ କରିବି?' — (witticism) A sentence of 5 Oria letters meaning 'What shall I do ?' uttered constantly by an indigent person