ଦାରିଦ୍ରା Dāridrā

  • ଗ୍ରା. ବିଣ. ପୁଂ. (ସଂ. ଦରିଦ୍ର) — ଅତି ଦରିଦ୍ର — Destitute; very poor
  • ଗ୍ରା. ବିଣ. ପୁଂ. (ସଂ. ଦରିଦ୍ର) — ଯାହାର ଅତି ହୀନ ଦୃଷ୍ଟି; କୃପଣ — Miserly
  • ଗ୍ରା. ବିଣ. ପୁଂ. (ସଂ. ଦରିଦ୍ର) — (ଗାଳି) ବିକଳିଆ; ବିକଳା — Very much hankering after something (like a very poor man)
  • ଗ୍ରା. ବି. (ସଂ. ଦାରିଦ୍ର୍ୟ) — ଦରିଦ୍ରତା; ଦାରିଦ୍ର୍ୟ — Poverty