ଦାରିକା Dārikā

  • ସଂ. ବି. ସ୍ତ୍ରୀ. (ଦାରକ+ସ୍ତ୍ରୀ. ଆ) — କନ୍ଯା; ଝିଅ — Daughter
  • ସଂ. ବି. ସ୍ତ୍ରୀ. (ଦାରକ+ସ୍ତ୍ରୀ. ଆ) — ବେଶ୍ୟା — Harlot
  • ସଂ. ବି. ସ୍ତ୍ରୀ. (ଦାରକ+ସ୍ତ୍ରୀ. ଆ) — ଫାଟ — Rent; cleft
  • ସଂ. ବି. ସ୍ତ୍ରୀ. (ଦାରକ+ସ୍ତ୍ରୀ. ଆ) — ବାଳିକା — Girl