ଦାମ୍ଭିକତା Dāmbhikatā
- ସଂ. ବି (ଦାମ୍ଭିକ+ଭାବାର୍ଥେ. ତା) — ଧୂର୍ତ୍ତତା — Artfulness; cunning
- ସଂ. ବି (ଦାମ୍ଭିକ+ଭାବାର୍ଥେ. ତା) — ଅହଂକାର — Arrogance; pride; haughtiness
- ସଂ. ବି (ଦାମ୍ଭିକ+ଭାବାର୍ଥେ. ତା) — ଭୁରୁଡ଼ୁ — Bluster; boastfulness
- ସଂ. ବି (ଦାମ୍ଭିକ+ଭାବାର୍ଥେ. ତା) — କପଟାଚରଣ — Hypocricy