ଦାମ୍ ଦୁପଟ୍ Dām dupaṭ

  • ଦେ. ବି. (କଚିରିଆ) — ଖାତକ ଯେତେ ଟଙ୍କା ମୂଳ କରଜ ନେଇଥାଏ, ସେତିକି ପରିମାଣ ସୁଧ ପରିଶୋଧ କରିବାର ପ୍ରଥା — The custom of a debtor paying interest equal to the amount of the capital originally advanced by the creditor
  • ଦେ. ବି. (କଚିରିଆ) — [ଦ୍ର—ଖାତକ ଉପରେ ମହାଜନର ଟଙ୍କା ବହୁଦିନ ବାକି ରହିଲେ ଓ ଖାତକ ଗରଜାୟ ହେଲେ ଅଦାଲତ ଦୟା ପୂର୍ବକ ମୂଳ ଯେତିକି ସୁଧ ସେତିକି ମହାଜନକୁ ଡିଗ୍ରି ଦିଅନ୍ତି।]
  • ଦେ. ବି. (କଚିରିଆ) — କୌଣସି ବସ୍ତୁର ପ୍ରକୃତ ମୂଲ୍ୟର ଦ୍ୱିଗୁଣ ଦାମ — Double the actual price of an article