ଦାମ୍ କରିବା Dām karibā

  • ଦେ. କ୍ରି — କୌଣସି ଦ୍ରବ୍ୟ କିଣିବା ପାଇଁ ମୂଲାଇବା — To bargain for a thing with a view to purchase
  • ଦେ. କ୍ରି — ମୂଲ୍ୟ ନିରୂପଣ ବା ନିଶ୍ଚିତ କରିବା — To fix or settle the price