ଦାମ୍ ଉଠିବା Dām uṭhibā

  • ଦେ. ବି — ବିକ୍ରିଦ୍ୱାରା କୌଣସି ବସ୍ତୁର ପ୍ରକୃତ ବା ଉଚିତ ମୂଲ୍ୟ ଆଦାୟ ହେବା — The raising of the proper price of a thing by a sale
  • ଦେ. ବି — (ଯଥା—ଆଜିକାଲି ବଜାର ମାନ୍ଦା ପଡ଼ିବାରୁ ଏ ଜିନିଷ ବିକ୍ରି କଲେ ଲାଭ ମିଳିବା ଗାଧୋଇଯାଉ, ଏଥିରେ ଦାମ୍ ତ ଉଠିବ ନାହିଁ।)
  • ଦେ. ବି — କୌଣସି ବସ୍ତୁ ପ୍ରସ୍ତୁତ ହେବାପାଇଁ ଯାହା ବ୍ଯୟ ହୋଇଥାଏ ବିକ୍ରିଦ୍ୱାରା ତାହା ମିଳିବା — The getting of the cost-peice or actual cost of a thing by sale
  • ଦେ. ବି — (ଯଥା—ଏକ ସାର ପୂର୍ଣ୍ଣଚନ୍ଦ୍ର ଭାଷାକୋଷକୁ ଟ 50 ରେ ବିକିଲେ ଏଥିରେ ଦାମ୍ ଉଠିବ ନାହିଁ।) — (ଯଥା—ଏକ ସାର ପୂର୍ଣ୍ଣଚନ୍ଦ୍ର ଭାଷାକୋଷକୁ ଟ50ରେ ବିକିଲେ ଏଥିରେ ଦାମ୍ ଉଠିବ ନାହିଁ)