ଦାମୋଦର Dāmodara
- ସଂ. ବି. ପୁଂ (ଦାମ+ଉଦର ବହୁବ୍ରୀହି; ଦାମ=ରଜ୍ଜୁଦ୍ୱାରା ବନ୍ଧାଯାଇଥିଲା ଉଦର ଯାହାଙ୍କର। ଶିଶୁ କୃଷ୍ଣ ଅତି ଖୁଜ୍ବୁଜିଆ ଥିବାରୁ ଯଶୋଦା ତାହାଙ୍କ ପେଟ ତଳେ ବା ଅଣ୍ଟାରେ ଦଉଡ଼ି ବାନ୍ଧି ତାଙ୍କୁ ଖଟେଇ ଦେଇ ଗୃହ କର୍ମରେ ଲାଗୁଥିଲେ; କିମ୍ବା ଦାମ=ରଜ୍ଜୁ ଉଦରରେ ଯାହାଙ୍କର; ଯଶୋଦା ଯାହାଙ୍କୁ ଦଉଡ଼ିରେ ବାନ୍ଧିବାରୁ ଯେ ଉକ୍ତ ଦଉଡ଼ିକୁ ଉଦରସାତ୍ କରିଥିଲେ; କିନ୍ତୁ ଅନ୍ୟମାନେ କହନ୍ତି, ଦାମ ଅର୍ଥାତ୍ ଇନ୍ଦ୍ରିୟଦମନ ବିଷୟରେ ଉଦାର ବୋଲି ବିଷ୍ଣୁଙ୍କୁ ଦାମୋଦର ବୋଲା— ଯାଏ; କିମ୍ବା ଦାମ=ବିଶ୍ୱ, ଉଦରରେ ଯାହାର ସେ ଦାମୋଦର। ମହାଭାରତରେ ଲେଖାଅଛି ଯେ, ସେ ଅତ୍ୟନ୍ତ ଦାନ୍ତ ଓ ଇନ୍ଦ୍ରିୟ ମଧ୍ୟରେ ସପ୍ରକାଶ ବୋଲି ତାଙ୍କ ନାମ ଦାମୋଦର—ପ୍ରକୃତିବାଦ ଓ ଜ୍ଞାନେନ୍ଦ୍ର) ଶ୍ରୀକୃଷ୍ଣ — A name of Ṡrīkṛushṇa
- ସଂ. ବି. ପୁଂ (ଦାମ+ଉଦର ବହୁବ୍ରୀହି; ଦାମ=ରଜ୍ଜୁଦ୍ୱାରା ବନ୍ଧାଯାଇଥିଲା ଉଦର ଯାହାଙ୍କର। ଶିଶୁ କୃଷ୍ଣ ଅତି ଖୁଜ୍ବୁଜିଆ ଥିବାରୁ ଯଶୋଦା ତାହାଙ୍କ ପେଟ ତଳେ ବା ଅଣ୍ଟାରେ ଦଉଡ଼ି ବାନ୍ଧି ତାଙ୍କୁ ଖଟେଇ ଦେଇ ଗୃହ କର୍ମରେ ଲାଗୁଥିଲେ; କିମ୍ବା ଦାମ=ରଜ୍ଜୁ ଉଦରରେ ଯାହାଙ୍କର; ଯଶୋଦା ଯାହାଙ୍କୁ ଦଉଡ଼ିରେ ବାନ୍ଧିବାରୁ ଯେ ଉକ୍ତ ଦଉଡ଼ିକୁ ଉଦରସାତ୍ କରିଥିଲେ; କିନ୍ତୁ ଅନ୍ୟମାନେ କହନ୍ତି, ଦାମ ଅର୍ଥାତ୍ ଇନ୍ଦ୍ରିୟଦମନ ବିଷୟରେ ଉଦାର ବୋଲି ବିଷ୍ଣୁଙ୍କୁ ଦାମୋଦର ବୋଲା— ଯାଏ; କିମ୍ବା ଦାମ=ବିଶ୍ୱ, ଉଦରରେ ଯାହାର ସେ ଦାମୋଦର। ମହାଭାରତରେ ଲେଖାଅଛି ଯେ, ସେ ଅତ୍ୟନ୍ତ ଦାନ୍ତ ଓ ଇନ୍ଦ୍ରିୟ ମଧ୍ୟରେ ସପ୍ରକାଶ ବୋଲି ତାଙ୍କ ନାମ ଦାମୋଦର—ପ୍ରକୃତିବାଦ ଓ ଜ୍ଞାନେନ୍ଦ୍ର) ବିଷ୍ଣୁ — Bishṇu
- ସଂ. ବି. ପୁଂ (ଦାମ+ଉଦର ବହୁବ୍ରୀହି; ଦାମ=ରଜ୍ଜୁଦ୍ୱାରା ବନ୍ଧାଯାଇଥିଲା ଉଦର ଯାହାଙ୍କର। ଶିଶୁ କୃଷ୍ଣ ଅତି ଖୁଜ୍ବୁଜିଆ ଥିବାରୁ ଯଶୋଦା ତାହାଙ୍କ ପେଟ ତଳେ ବା ଅଣ୍ଟାରେ ଦଉଡ଼ି ବାନ୍ଧି ତାଙ୍କୁ ଖଟେଇ ଦେଇ ଗୃହ କର୍ମରେ ଲାଗୁଥିଲେ; କିମ୍ବା ଦାମ=ରଜ୍ଜୁ ଉଦରରେ ଯାହାଙ୍କର; ଯଶୋଦା ଯାହାଙ୍କୁ ଦଉଡ଼ିରେ ବାନ୍ଧିବାରୁ ଯେ ଉକ୍ତ ଦଉଡ଼ିକୁ ଉଦରସାତ୍ କରିଥିଲେ; କିନ୍ତୁ ଅନ୍ୟମାନେ କହନ୍ତି, ଦାମ ଅର୍ଥାତ୍ ଇନ୍ଦ୍ରିୟଦମନ ବିଷୟରେ ଉଦାର ବୋଲି ବିଷ୍ଣୁଙ୍କୁ ଦାମୋଦର ବୋଲା— ଯାଏ; କିମ୍ବା ଦାମ=ବିଶ୍ୱ, ଉଦରରେ ଯାହାର ସେ ଦାମୋଦର। ମହାଭାରତରେ ଲେଖାଅଛି ଯେ, ସେ ଅତ୍ୟନ୍ତ ଦାନ୍ତ ଓ ଇନ୍ଦ୍ରିୟ ମଧ୍ୟରେ ସପ୍ରକାଶ ବୋଲି ତାଙ୍କ ନାମ ଦାମୋଦର—ପ୍ରକୃତିବାଦ ଓ ଜ୍ଞାନେନ୍ଦ୍ର) ଶାଳଗ୍ରାମ ଶିଳାବିଶେଷ; ଶାଳଗ୍ରାମ (ଦେଖ) — A kind of Ṡāḻagrāma; Ṡāḻagrāma (See)
- ଦେ. ବି. (ନାମ) — ପୁରୁଷଙ୍କ ନାମ — A name given to males
- ଦେ. ବି. (ନାମ) — ଭାଗୀରଥୀର ଗୋଟିଏ ଉପନଦୀ — Name of a tributary river of the Hooghli
- ଦେ. ବି. (ନାମ) — [ଦ୍ର—ଏହା ଛୋଟନାଗପୁର ପର୍ବତରୁ ବାହାରି ବର୍ଦ୍ଧମାନ ବାଟେ ଯାଇ ଭାଗୀରଥୀରେ ପଡ଼ିଅଛି।]
- ଦେ. ବି. (ନାମ) — ସାରଣୀ ନାମକ ଶାସ୍ତ୍ରର ପ୍ରଣେତା ଜନୈକ ଜ୍ୟୋତିଷୀ ( 1336 ଶକାବ୍ଦ) — ସାରଣୀ ନାମକ ଶାସ୍ତ୍ରର ପ୍ରଣେତା ଜନୈକ ଜ୍ୟୋତିଷୀ (16ଶକାବ୍ଦ)—. A far-renowned Astrologer of the Ṡake era 16 who has written the astrological treatise Sāraṇī