ଦାବିଦାର Dābidāra

  • ବୈଦେ. ବି. (କଚିରିଆ) (ଫା. ଦାବୀଦାର୍; ଦାବାଦାର୍) — ଆପଣାର ସ୍ୱତ୍ୱ ଦାବି କରିବା (ବ୍ଯକ୍ତି); ଅଧିକାର ପ୍ରାର୍ଥୀ — A claiment
  • ବୈଦେ. ବି. (କଚିରିଆ) (ଫା. ଦାବୀଦାର୍; ଦାବାଦାର୍) — ଦରଖାସ୍ତକାରୀ — Plaintiff; complainant