ଦାବି ରଖିବା Dābi rakhibā
- ଦେ. କ୍ରି — ଚାପି ଧରିବା, ଲୁଚାଇବା — To press down; to conceal
- ଦେ. କ୍ରି — କୌଣସି ବ୍ଯକ୍ତିକୁ ଶାସନାଧୀନ ରଖିବା — To keep (a person) under check or control
- ଦେ. କ୍ରି — (କଚିରିଆ) କୌଣସି ବ୍ଯକ୍ତି ଉପରେ କୌଣସି ବିଷୟରେ ଆପଣାର ଦାବୀ ଥିବାର ପ୍ରକାଶ କରିବା — (court term) To maintain one's claim against a person