ଦାବା ଦରବାର୍ Dābā darabār

  • ବୈଦେ. ବି. (ଫା) (ସହଚର ଶବ୍ଦ) — ମାଲିମକଦ୍ଦମା — Claim-case; litigation claiming some thing
  • ବୈଦେ. ବି. (ଫା) (ସହଚର ଶବ୍ଦ) — କୌଣସି ସମ୍ପତ୍ତିରେ ସ୍ୱତ୍ୱ ବା ଅଧିକାର ପ୍ରତିଷ୍ଠା କରିବାର ଚେଷ୍ଟା — Claim of right and title over any property
  • ବୈଦେ. ବି. (ଫା) (ସହଚର ଶବ୍ଦ) — ଅଭିଯୋଗ — A charge; definite accusation