ଦାପିତ Dāpita
- ସଂ. ବିଣ. (ଦାପି ଧାତୁ+କର୍ମ. ତ) — ଅନ୍ୟଦ୍ୱାରା ଦିଆ ହୋଇଥିବା — Caused to be given away by another
- ସଂ. ବିଣ. (ଦାପି ଧାତୁ+କର୍ମ. ତ) — ଦଣ୍ଡିତ — Punished; adjudged guilty
- ସଂ. ବିଣ. (ଦାପି ଧାତୁ+କର୍ମ. ତ) — ଦାବି ହୋଇଥିବା; ମର୍ଦ୍ଦିତ; ଦଳିତ — Pressed; kneaded; squeezed
- ସଂ. ବିଣ. (ଦାପି ଧାତୁ+କର୍ମ. ତ) — ଶୋଧିତ — Refined
- ସଂ. ବିଣ. (ଦାପି ଧାତୁ+କର୍ମ. ତ) — ସାଧିତ — Accomplished
- ସଂ. ବିଣ. (ଦାପି ଧାତୁ+କର୍ମ. ତ) — ଧନାଦିଦ୍ୱାରା ବଶୀକୃତ — Brought under control; suborned