ଦାବା Dābā

  • ବୈଦେ. ବି. (କଚିରିଆ) (ଫା) — ମକଦ୍ଦମା; ନାଲିଶ — Suit; claim-case
  • ବୈଦେ. ବି. (କଚିରିଆ) (ଫା) — ନାଲିଶ କରିବା — Suing
  • ବୈଦେ. ବି. (କଚିରିଆ) (ଫା) — ଅପରାଧର ଅଭିଯୋଗ — Charge of an offence
  • ବୈଦେ. ବି. (କଚିରିଆ) (ଫା) — ଦାବୀ ଦାବା ନ ଥିବା ଏକ ରିପୋର୍ଟ କେନ୍ଦ୍ରାପଡ଼ା ଥାନା ଦାରୋଗା ନିକଟକୁ ପଠାଇ ମାମଲା ଖତମ କଲେ— ଫକୀରମୋହନ. ଛମାଣ ଆଠଗୁଣ୍ଠ।
  • ବୈଦେ. ବି. (କଚିରିଆ) (ଫା) — ଦାବୀ କରିବା — Claiming
  • ବୈଦେ. ବି. (କଚିରିଆ) (ଫା) — ସତରଞ୍ଜି ଖେଳ— ନ୍ଯାୟବଳ ଖେଳ — The game of chess
  • ବୈଦେ. ବି. (କଚିରିଆ) (ଫା) — ସତରଞ୍ଜି ଖେଳର ମନ୍ତ୍ରୀ — The queen in the game of chess