ଦାନ୍ତେଇବା Dānteibā
- ଦେ. କ୍ରି (ସଂ. ଦନ୍ତ) — ଦାନ୍ତଦ୍ୱାରା କୌଣସି ପଦାର୍ଥକୁ ଧୀରେ ଧୀରେ ଖଣ୍ଡିଆ କରିବା — To nibble; to gradually nip a thing with the teeth
- ଦେ. କ୍ରି (ସଂ. ଦନ୍ତ) — (ଯଥା—ବାଳକଟା ପେନ୍ସିଲଟାକୁ ଦାନ୍ତେଇ ଅଧେ ଖାଇସାରିଲାଣି।)
- ଦେ. କ୍ରି (ସଂ. ଦନ୍ତ) — ଦାନ୍ତିବା (ଦେଖ) — Dāntibā (See)