ଦାନ୍ତଖିରି Dānta khiri

  • ଦେ. ବି — ପୁରୁଣା ଦେଉଳମାନଙ୍କର ପଥର ସନ୍ଧିରେ ଓ ପାହାଡ଼ିଆ ଜାଗାରେ ଉଠିବା ଗୁଳ୍ମବିଶେଷ — A kind of weed growing on the fissures of old biuildings
  • ଦେ. ବି — [ଦ୍ର—ଏହାର ଖିର କଟା ଘାରେ ଲଗାଇଲେ ଘା ଶୁଖିଯାଏ।]