ଦାନ୍ତ ଲଗାଇ ଦେବା Dānta lagāi debā

  • ଦେ. କ୍ରି — ଅନ୍ୟର ଦେହକୁ ବା କୌଣସି ବସ୍ତୁକୁ କାମୁଡ଼ିବା — To bite
  • ଦେ. କ୍ରି — (ଯଥା—ଏ ଦୁଷ୍ଟ କୁକୁରଟା ସମସ୍ତଙ୍କ ଦେହରେ ହଠାତ୍ ଦାନ୍ତ ଲଗାଇ ଦେଉଛି।)