ଦାନ୍ତ ବସାଇବା Dānta basāibā
- ଦେ. କ୍ରି — ଅନ୍ୟର ଦାନ୍ତ ନ ଥିବା ପାଟିରେ କୃତ୍ତ୍ରିମ ଦାନ୍ତ ବସାଇବା — To set false teeth in the mouth of another
- ଦେ. କ୍ରି — ନିଜର ଦାନ୍ତ ନ ଥିବା ପାଟିରେ ଡାକ୍ତର ଦ୍ୱାରା କୃତ୍ତ୍ରିମ ଦାନ୍ତ ବସାଇବା — To have false teeth in one's own jaw set by a doctor