ଦାନ୍ତ ବସାଇ ଦେବା Dānta basāidebā

  • ଦେ. କ୍ରି — କାହାରି ଦେହକୁ ବା କୌଣସି ବସ୍ତୁକୁ ଜୋରରେ କାମୁଡ଼ି ଦାନ୍ତ ଚିହ୍ନ ରଖିଦେବା — To leave the marks of biting on a thing or body bitten
  • ଦେ. କ୍ରି — ଔଷାଧାଦି ଦ୍ୱାରା ହଲିବା ଦାନ୍ତକୁ ଶକ୍ତ କରିବା — To make the slackened teeth firmly set by applying medicines