ଦାନ୍ତ ପାଟି Dānta pāṭi

  • ଦେ. ବି — ଦାନ୍ତର ମୂଳଭାଗସ୍ଥ ମାଂସପିଣ୍ଡ; ଦନ୍ତମାଂସ — Gum of the teeth
  • ଦେ. ବି — (ସଂ. ଦନ୍ତପଂକ୍ତି) ପାଟିରେ ଥିବା ଦାନ୍ତର ଉପର ଓ ତଳ ଧାଡ଼ି — The jaws; rows of teeth (upper) and lower); a full set of teeth upper and lower
  • ଦେ. ବି — [ଦ୍ର—ଦାନ୍ତର ଓପର ପାଟି — Upper jaw.ତଳ ପାଟି—Lower jaw