ଦାନ୍ତ ନେସିଡ଼ିବା Dānta nesiṟḍ̠ibā

  • ଦେ. କ୍ରି — ଦାନ୍ତ ଯାକ ସମୁଦାୟ ଦେଖାଇ ଓଷ୍ଠ ଦ୍ୱୟକୁ ବିସ୍ତାର କରିବା — To show the rows of teeth by spreading the upper and lower lips