ଦାନ୍ତ ନିକୁଟା Dānta nikuṭā

  • ଦେ. ବି — ଦାନ୍ତକୁ ସାମାନ୍ୟରେ ଦେଖାଇବା; ଦନ୍ତ- ବିକୃତି — To show one's teeth slightly; slight grinning
  • ଦେ. ବିଣ. ପୁଂ — ଯେଉଁ ସ୍ତ୍ରୀଲୋକ କଥା କହିବା ବେଳେ ସାମାନ୍ୟରେ ଦାନ୍ତ ଦେଖାଏ — Showing the teeth slightly while talking