ଦାନ୍ତ ଗଳେଇବା Dānta gaḻeibā

  • ଦେ. କ୍ରି — କୌଣସି ପଦାର୍ଥ ମଧ୍ୟରେ ଦାନ୍ତ ପ୍ରବେଶ କରାଇ କ୍ଷତ କରିବା — To wound by the teeth