ଦାନ୍ତ କବାଟୀ Dānta kabāṭi

  • ଦେ. ବି — ହନୁସ୍ତମ୍ଭ; ହନୁଗ୍ରହ; ରୋଗ, ଭୟାଦିରୁ ଦୁଇପାଟି ଯାକ ଦାନ୍ତ ପଡ଼ିଯାଇ ଆଉ ନ ଫିଟିବା ଅବସ୍ଥା — Lock-jaw