ଦାନ୍ତ ଉପୁଡ଼ିବା Dānta upuṟḍ̠ibā

  • ଦେ. କ୍ରି — ଦାନ୍ତ ଖସି ପଡ଼ିବା — The falling of teeth
  • ଦେ. କ୍ରି — ଆଖୁ କାକୁଡ଼ି ନଡ଼ିଆ ମକା। ଦାନ୍ତ ପଡ଼ିଲେ ତଳକୁ ପକା। ଢଗ।