ଦାନାଦାର୍ Dānādār
- ବୈଦେ. ବିଣ. (ଫା) — ଦାନା ପରି ଛୋଟ ଓ ଗୋଲ ରୁଆ ରୁଆ — Granulated; small globular, consisting of small globules
- ବୈଦେ. ବିଣ. (ଫା) — ଯାହାର ଅଧୀନରେ କୌଣସି ମନୁଷ୍ୟ ଚାକିରି କରି ପେଟ ପୋଷି ହେଉ ଥାଏ; ନିଜର ପ୍ରଭୁ ବା ପୋଷଣା— ହାରୀ; ଖାମିନ୍ଦ — One's master; a person who provides for another's living