ଦାନା ପାଣି Dānā pāṇi

  • ଦେ. ବି. (ସହଚର) — ଆହାର ଓ ପାନୀୟ; ଖିଆପିଆ — Food and drink; eating and drinking
  • ଦେ. ବି. (ସହଚର) — ଜୀବିକା; ଜୀବନୋପାୟ; ଭରଣ ପୋଷଣ — Liveli-hood; maintenance
  • ଦେ. ବି. (ସହଚର) — ଚାକିରି — Service