ଦାନା କନା Dānā kanā

  • ଦେ. ବି. (ସହଚର) — ଅନ୍ନ ବସ୍ତ୍ର; ଖାଇବାକୁ ଅନ୍ନ ଓ ପିନ୍ଧିବାକୁ ବସ୍ତ୍ର — Food and clothing
  • ଦେ. ବି. (ସହଚର) — ତାଙ୍କ ସୁତ ହୋଇ ପରକୁ ଅନାଇ ଅଛ ଦାନା କନା ପାଇଁ ଭିକାରୀଚରଣ. ଗୀତଲହରୀ।