ଦାନସାଗର Dānasāgara
- ସଂ. ବି. (ଦାନର ସାଗର; 6 ଷ୍ଠୀ ତତ୍; ଉପକରଣାଧିକ୍ୟେ ଦାନର ସାଗର ପରି) — ଶ୍ରାଦ୍ଧାଦି ଉପଲକ୍ଷରେ ବ୍ରାହ୍ମଣଙ୍କୁ ଯେଉଁ ଷୋଡ଼ଷ ଦାନ ଦିଆଯାଏ; ତାହାର ପ୍ରତ୍ୟେକର 16 ସଂଖ୍ୟାବିଶିଷ୍ଟ ଦାନ; 16 ଗୋଟି ଷୋଡ଼ଷ—(ଷୋଡ଼ଷ ଦାନ ଦେଖ) — ଶ୍ରାଦ୍ଧାଦି ଉପଲକ୍ଷରେ ବ୍ରାହ୍ମଣଙ୍କୁ ଯେଉଁ ଷୋଡ଼ଷ ଦାନ ଦିଆଯାଏ; ତାହାର ପ୍ରତ୍ୟେକର16ସଂଖ୍ୟାବିଶିଷ୍ଟ ଦାନ;16ଗୋଟି ଷୋଡ଼ଷ—(ଷୋଡ଼ଷ ଦାନ ଦେଖ)— The present of 16 classes of articles to Brāhmaṇs, 16 times on the occasion of a deceased ancestor. Shoṟḍ̠aṡa dāna (See)