ଦାନବାରି Dānabāri

  • ସଂ. ବି. (ଦାନବ+ଅରି; 6 ଷ୍ଠୀ ତତ୍) — ଦେବତା — God
  • ସଂ. ବି. (ଦାନବ+ଅରି; 6 ଷ୍ଠୀ ତତ୍) — ବିଷ୍ଣୁ — Bishṇu
  • ସଂ. ବି. (ଦାନବ+ଅରି; 6 ଷ୍ଠୀ ତତ୍) — (ଦାନ=ହସ୍ତୀର ମଦରୂପ+ବାରି; ରୂପକ କର୍ମଧା)— ହସ୍ତୀର ଗଣ୍ଡସ୍ଥଳରୁ କ୍ଷରିତ ମଦଜଳ — Strongly scented liquid discharged from the temples of a male elephant in rut