ଦାନପତ୍ର Dānapatra

  • ସଂ. ବି. (ଦାନ ବିଷୟକ ପତ୍ର—କର୍ମଧା) — ଦତ୍ତପତ୍ର; କୌଣସି ସମ୍ପତ୍ତି ଅନ୍ୟକୁ ଦାନ କରିବାର ଲେଖା — A deed of gift; a grant
  • ସଂ. ବି. (ଦାନ ବିଷୟକ ପତ୍ର—କର୍ମଧା) — [ଦ୍ର—ପୂର୍ବେ ରାଜାମାନେ ତାମ୍ରପଟ୍ଟାରେ ଖୋଦିତ ଲିପି ଲେଖି ଭୂମି ଆଦି ଦାନ କରୁଥିଲେ।]