ଦାନଗଦି Dānagadi
- ପ୍ରାଦେ. (ସମ୍ବଲପୁର) ବି (ସଂ. ଦାନ+ଫା. ଗଦ୍ଦି) — ମୁନିସି- ପାଲିଟି ଏରିଆରେ ବିକ୍ରି କରିବା ପାଇଁ ମଫସଲରୁ ପଣ୍ୟାଦି ଆଣୁଥିବା ବ୍ଯକ୍ତିଙ୍କଠାରୁ ଶୁଳ୍କ ଆଦାୟ କରାଯିବା କାର୍ଯାଳୟ — The office where octroi (town duty) is leived in the town of Sambalpur
- ପ୍ରାଦେ. (ସମ୍ବଲପୁର) ବି (ସଂ. ଦାନ+ଫା. ଗଦ୍ଦି) — [ଦ୍ର—ସମ୍ବଲପୁର ମୁନିସିପାଲିଟିରେ ଏହା ଦାନଗଦି ବିଭାଗରେ ଏହି ବରଷକ ମଧ୍ୟରେ ପ୍ରାୟ ପନ୍ଦର ହଜାର ଟଙ୍କା ଊଣା ପଡ଼ିଲାଣି। ଉତ୍କଳ ସେବକ ତା 27/6/29 ] — [ଦ୍ର—ସମ୍ବଲପୁର ମୁନିସିପାଲିଟିରେ ଏହା ଦାନଗଦି ବିଭାଗରେ ଏହି ବରଷକ ମଧ୍ୟରେ ପ୍ରାୟ ପନ୍ଦର ହଜାର ଟଙ୍କା ଊଣା ପଡ଼ିଲାଣି ଉତ୍କଳ ସେବକ ତା27/6/29]