ଦାନ କରିବା Dāna karibā

  • ଦେ. କ୍ରି — ଅନ୍ୟ ବ୍ଯକ୍ତିକୁ କୌଣସି ବସ୍ତୁ ବା ଧନ ଅର୍ପଣ କରିବା — To give
  • ଦେ. କ୍ରି — ବିତରଣ କରିବା — To distribute; to bestow
  • ଦେ. କ୍ରି — ଦେବା (ଦେଖ) — Debā (See)
  • ଦେ. କ୍ରି — [ଦ୍ର—ଦାନ କରିବା ଶବ୍ଦର ପ୍ରୟୋଗ ଇଂରାଜୀରେ — To giveକ୍ରିୟାର ପ୍ରୟୋଗ ଭଳି ନାନା କ୍ଷେତ୍ରରେ ନାନା ଅର୍ଥରେ ବ୍ଯବହୃତ ହୁଏ; ଯଥା—ରତିଦାନ କରିବା=ରତି କରିବାକୁ କାର୍ଯ୍ୟତଃ ସୁବିଧା ଦେବା; ସନ୍ତୋଷ ଦାନ କରିବା=ସନ୍ତୁଷ୍ଟ ହେବାର ଉପାୟ ବା ବ୍ଯବସ୍ଥା କରିବା; ବିଦ୍ୟାଦାନ କରିବା=ବିଦ୍ଯା ଶିକ୍ଷା କରିବାର ସୁଯୋଗ ଦେବା; ଚକ୍ଷୁଦାନ କରିବା=ଦୃଷ୍ଟିହୀନ ବ୍ଯକ୍ତିକୁ ଦୃଷ୍ଟିଶକ୍ତି ଯୋଗାଇବା; ଆଦେଶ ଦାନ କରିବା=ଆଦେଶ ଅନ୍ୟକୁ ଜ୍ଞାପନ କରିବା ଇତ୍ୟାଦି]