ଦାଦୁମାଡ଼ିବା Dādumāṟḍ̠ibā

  • ଦେ. ବି — ଦଦ୍ରୁ ଦେହରେ ବିସ୍ତୃତି ଲାଭ କରିବା — The ring-worm spreading on the body
  • ଦେ. ବି — କି କରିବି ବାବୁ ମୁଁ ଏ ଅଣ୍ଟାଜାଦୁକୁ ଅଣ୍ଟାଦାଦୁ ମାଡ଼ିଗଲା ପେଟ ତଳକୁ। ସୁଆଙ୍ଗ ଗୀତ।