ଦାଦୁଖାଇ Dādukāi

  • ଦେ. ବି. (ସଂ. ଦଦ୍ରୂମର୍ଦ୍ଦନ) — ଦାଦୁଖାଇ ଗଛ; କାଞ୍ଚନାଦି ବର୍ଗର ଏକପ୍ରକାର ଗଛ; ଚାକୁଣ୍ଡା 1 (ଦେଖା) — ଦାଦୁଖାଇ ଗଛ; କାଞ୍ଚନାଦି ବର୍ଗର ଏକପ୍ରକାର ଗଛ; ଚାକୁଣ୍ଡା1(ଦେଖା)— The Cassia Tora tree; Cassia Alata; Chākuṇḍā 1 (See)
  • ଦେ. ବି. (ସଂ. ଦଦ୍ରୂମର୍ଦ୍ଦନ) — [ଦ୍ର—ଏହାର ଫୁଲ ହଳଦିଆ, ପତ୍ର ବିଲାତି ଚାକୁଣ୍ଡା ପରି; ଗଛ 3/4 ହାତ ଉଚ୍ଚ; ଏଥିର ପତ୍ର ମଳି ଜାଦୁରେ ଘଷିଲେ ଜାଦୁ କମିଯାଏ କିନ୍ତୁ ଭାରି ପୋଡ଼େ।] — [ଦ୍ର—ଏହାର ଫୁଲ ହଳଦିଆ, ପତ୍ର ବିଲାତି ଚାକୁଣ୍ଡା ପରି; ଗଛ3/4ହାତ ଉଚ୍ଚ; ଏଥିର ପତ୍ର ମଳି ଜାଦୁରେ ଘଷିଲେ ଜାଦୁ କମିଯାଏ କିନ୍ତୁ ଭାରି ପୋଡ଼େ]