ଦାଦାଭଟ ଦାଦାଭାଇ Dādābhaṭa dādābhāi
- ଦେ. ବି. (ନାମ) — ପୁନାର ଜ୍ୟୋତିଷଗ୍ରନ୍ଥର ଟୀକାକାର ପଣ୍ଡିତ (ଏ ଚିତ୍ତ ପାବନ ବ୍ରାହ୍ମଣ, ଏ ସୂର୍ଯ୍ୟ ସିଦ୍ଧାନ୍ତର ଟୀକା କରିଥିଲେ ଓ ସାମୁଦ୍ରିକ ଗ୍ରନ୍ଥ ମଧ୍ୟ ରଚନା କରିଥିଲେ) — A commentator of Sūrj̄ya Siddhānta and the author of a Sanscrit book of palm-history