ଦାଦପିରାଦ Dādapirāda

  • ପ୍ରାଦେ. (ଗଞ୍ଜାମ) ବି — ନଜର; ଦୃଷ୍ଟି — Sight
  • ବୈଦେ. ବି. (ଫା. ଦାଦ=ନ୍ଯାୟ ବିଚାର ପ୍ରାର୍ଥନା+ଫରିଆଦ୍=ଅଭିଯୋଗ) — ନ୍ଯାୟ ବିଚାର ପ୍ରାର୍ଥନା — Prayer for justice