ଦାଦନ ଦେବା Dādana debā

  • ଦେ. କ୍ରି — ଭବିଷ୍ୟତରେ କାମ କରିବା ନିମନ୍ତେ ଜବାବ କରିବା ମୂଲିଆଙ୍କୁ ଆଗତୁରା ଟଙ୍କା ଦେବା — To pay advance wages to coolies on promise of future service
  • ଦେ. କ୍ରି — ନିର୍ଦ୍ଧାରିତ ମିଆଦରେ ଦାଣ୍ଡ ପ୍ରଚଳିତ ଭାଉ ଅପେକ୍ଷା ବେଶି ପରିମାଣରେ ଶସ୍ୟ ଆଦି ଦେବା ପାଇଁ ଜବାବ କରିବା ବିକ୍ରେତାକୁ ଆଗତୁରା ଟଙ୍କା ଦେବା — To advance money to a seller who promises to deliver paddy or other grains on a certain date in a quantity higher than the current market rate