ଦାତ୍ୟୂହ Dātyūha

  • ସଂ. ବି (ଦୋ ଧାତୁ=ଛେଦନ କରିବା+ଭାବେ. କ୍ତି= ଦାତି; ଦାତି=ଛେଦନ+ଊହ୍ ଧାତୁ=ତର୍କ କରିବା+କର୍ତ୍ତୃ. ଅ) — ଡାହୁକ ପକ୍ଷୀ — A kind of acqiatic bird or water fowl
  • ସଂ. ବି (ଦୋ ଧାତୁ=ଛେଦନ କରିବା+ଭାବେ. କ୍ତି= ଦାତି; ଦାତି=ଛେଦନ+ଊହ୍ ଧାତୁ=ତର୍କ କରିବା+କର୍ତ୍ତୃ. ଅ) — ଚାତକ ପକ୍ଷୀ — The pied crested cuckoo
  • ସଂ. ବି (ଦୋ ଧାତୁ=ଛେଦନ କରିବା+ଭାବେ. କ୍ତି= ଦାତି; ଦାତି=ଛେଦନ+ଊହ୍ ଧାତୁ=ତର୍କ କରିବା+କର୍ତ୍ତୃ. ଅ) — ମେଘ — Cloud