ଦାତାଷଣ୍ଡ Dātāshaṇḍa

  • ଦେ. ବି. — (ସଂ. ଦାନଶୌଣ୍ଡ)—(ବ୍ୟଙ୍ଗୋକ୍ତିରେ ବ୍ଯବହୃତ)— ଅକାତରରେ ଦାନ କରିବା ବ୍ଯକ୍ତି; ଦାନ କରିବାକୁ ଉତ୍କଣ୍ଠିତ; ଦାନବୀର — Very liberal or magnanimous person; a very generous person