ଦାତାରାମ୍ Dātārām
- ବୈଦେ. ବି. (ହିନ୍ଦୀରୁ ଅନୁକୃତ) — ଅକାତରରେ; ଦାନ କରିବା ବ୍ଯକ୍ତି; ବିଶେଷ ଦାନଶୀଳ ବ୍ଯକ୍ତି — Very generous person; a magnani- mous person
- ବୈଦେ. ବି. (ହିନ୍ଦୀରୁ ଅନୁକୃତ) — ଦାନଶୀଳ ରାମ ବା ଭଗବାନ — The All-giver god
- ବୈଦେ. ବି. (ହିନ୍ଦୀରୁ ଅନୁକୃତ) — ଅଜଗରକୁ ଦାତାରାମ—ଢଗ।