ଦାଣ୍ଡିକ Dāṇḍika

  • ସଂ. ବି. (ଦଣ୍ଡ+ଜୀବିକାର୍ଥେ. ଇକ) — ଦଣ୍ଡିଆ; ଦଣ୍ଡୀଦାର; ଯେ ପଣ୍ୟ ଦ୍ରବ୍ୟ ଓଜନ କରି ଜୀବିକା ନିର୍ବାହ କରେ — A professional weigh-man
  • ସଂ. ବି. (ଦଣ୍ଡ+ଜୀବିକାର୍ଥେ. ଇକ) — ଦଣ୍ଡଆସି; ଯେ ଠେଙ୍ଗା ଧରି ଜୀବିକା ନିର୍ବାହ କରେ; ଛଡ଼ିବରଦାର — One whose profession is to carry a staff; a mace-bearer; a watchman