ଦାଣ୍ଡି ମାରିବା Dāṇḍimāribā
- ଦେ. କ୍ରି — ବହୁଦୂର ବାଟ ଲମ୍ବେ ଲମ୍ବେ ଭ୍ରମଣ କରିବା — To walk along to a great distance
- ଦେ. କ୍ରି — ଦାଣ୍ଡରେ ବୁଲିବା — To walk on a road
- ଦେ. କ୍ରି — (ଯଥା—ଗେହ୍ଲାପୁଅ ମୁଠିଏ ଭୋଜନ ମାରିଦେଇ ଗାଁଯାକ ଦାଣ୍ଡି ମାରୁଛନ୍ତି ।)
- ଦେ. କ୍ରି — ବୃଥାରେ ଏଣେତେଣେ ବୁଲିବା — To rove about; to loaf