ଦାଣ୍ଡି ଛିଡ଼ିଯିବା Dāṇḍichhiṟḍ̠ij̄ibā

  • ଦେ. ବି — ଶଗଡ଼ସରି ଫିଟିଯିବା; କୌଣସି ରାସ୍ତାରେ ଶଗଡ଼ ଗାଡ଼ି ଆଦି ଯାତାୟାତ କରିବା ଯୋଗୁଁ ଶଗଡ଼ସରି ଚିହ୍ନ ରେଖା ପଡ଼ି ଯାଇଥିବା — The state of a road being worn by habitual passage of carts etc into ruts or grooves