ଦାଣ୍ଡଘର Dāṇḍaghara

  • ଦେ. ବି — ଗୃହର ଦାଣ୍ଡପାଖରେ ଅବସ୍ଥିତ କୋଠରୀ — The room of a house adjoining the public road
  • ଦେ. ବି — ଯେବେ ଓଡ଼ିଶାରେ କରିବୁ ଘର ଦାଣ୍ଡଘର ଖଣ୍ଡି ଅଛୁଆଁ କର । ଢଗ।