ଦାଣ୍ଡ ମଣିଷ Dāṇḍa maṇisha

  • ଦେ. ବି — ପରିବାରର ଆଭ୍ୟନ୍ତରୀଣ ବିଷୟ ସଙ୍ଗେ ସମ୍ପର୍କ ନ ଥିବା ବ୍ଯକ୍ତି; ନିଃସମ୍ପର୍କୀୟ ବ୍ଯକ୍ତି — A person who has no concern with the internal affairs of a family
  • ଦେ. ବି — ବାହାରର ଲୋକ; ସାଧାରଣଙ୍କ ମଧ୍ୟରୁ କେହି ବ୍ଯକ୍ତି — 1. An outsider; a member of the outside public
  • ଦେ. ବି — ଅପରିଚିତ ବ୍ଯକ୍ତି — Stranger