ଦାଣ୍ଡ ପତିଆରା Dāṇḍa patiārā
- ଦେ. ବି (ଓ. ଦାଣ୍ଡ+ସଂ. ପ୍ରତ୍ୟୟ) — ବାହାରର ଲୋକଙ୍କୁ ଦେଖାଇ ସେମାନଙ୍କ ମନରେ ଆସ୍ଥା ବା ପ୍ରତ୍ୟୟ ଜନ୍ମାଇବାପାଇଁ ଗରିବ ବା
- ଦେ. ବି (ଓ. ଦାଣ୍ଡ+ସଂ. ପ୍ରତ୍ୟୟ) — ଦେଣଦାର ଲୋକର ଅନ୍ତଃସାରଶୂନ୍ଯ ଆଡ଼— ମ୍ବର — 1. A false appearance or outward show set up to maintain one's credit in the eyes of the public
- ଦେ. ବି (ଓ. ଦାଣ୍ଡ+ସଂ. ପ୍ରତ୍ୟୟ) — ଘର ଭଣ ଭଣ ଦୁଆରେ ତାଟି ଦାଣ୍ଡ ପତିଆରା ଝିଅ ଦିଓଟି । ଢଗ।
- ଦେ. ବି (ଓ. ଦାଣ୍ଡ+ସଂ. ପ୍ରତ୍ୟୟ) — କୌଣସି ବ୍ଯବସାୟୀ ବ୍ଯକ୍ତିଠାରେ ସର୍ବସାଧାରଣଙ୍କର ଥିବା ପ୍ରତ୍ୟୟ; ବ୍ୟାବସାୟିକ ପ୍ରତିପତ୍ତ — Public credit of a man of business