ଦାଗରାଜ୍ Dāgarāj

  • ବୈଦେ. ବି (ଫା. ଦାଗରାଜୀ) — କୋଠା ଆଦିର ସାମାନ୍ୟ ସାମାନ୍ୟ ଆଂଶିକ ମରାମତି; ପକ୍କା କାନ୍ଥ ବା ଛାତ ବା ମେଜିଆରେ ଖଣ୍ଡିଆ ବା ଫଟା ସ୍ଥାନମାନ ଚୂନ ବା ମାଟିଦ୍ୱାରା ମରାମତ ବା ସଂସ୍କାର କରିବା; ଆଂଶିକ ଜୀର୍ଣ୍ଣସଂସ୍କାର- — Petty repairs done to the damaged portions of a plastered wall or concrete roof or floor